ରାଜ୍ୟ ଖବର ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା ଭୁବନେଶ୍ୱର/ବରଗଡ଼: ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ। କଂସ ମହାରାଜ ତାଙ୍କ ଦରବାରରେ…