ଅପରାଧ ତାଜା ଖବର: ବରମୁଣ୍ଡା ନିକଟରେ ସଡକ ଦୁର୍ଘଟଣା, ଟ୍ରକ ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚାଲିଛି ଉଦ୍ୟମ ଭୁବନେଶ୍ବର, ଆଜି ବରମୁଣ୍ଡା ଓଭର ବ୍ରିଜ ଏବଂ ଫାୟାର ଷ୍ଟେସନ ମଝିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ…