ଆଜିର ଖବର ରାଜ୍ୟରେ ପ୍ରବଳ ବର୍ଷା, କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଭୁବନେଶ୍ବର, ରାଜ୍ୟରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ପାଣିପାଗବିଭାଗ ତରଫରୁ ରେକର୍ଚ କରାଯାଇଥିବା ବର୍ଷାର ପରିମାଣ ଅନୁସାରେ କେନ୍ଦ୍ରାପଡାର ସର୍ବାଧିକ…