ଆଜିର ଖବର କଉଡ଼ି ଖେଳରେ ହାରି ଘରକୁ ଫେରିଲେ ମା’ଭଗବତୀଙ୍କ ବଳି ସେବକ: ଆଗାମୀ ବର୍ଷ ପାଇଁ କଲେ ସଂକଳ୍ପ ବାଣପୁର: ମା’ଭଗବତୀଙ୍କ ଶାରଦୀୟ ପର୍ବର ଶେଷ ଉତ୍ସବ କଉଡ଼ି ଖେଳ। ଏହି ପରମ୍ପରା ଏପୀଠର ଏକ ନିଆରା ପରମ୍ପରା। ଦଶହରାରେ ସବୁଭଉଣୀଙ୍କୁ ମେଲାଣି ଦେଇ କେବଳ ଗଡ଼ଦେବୀ…