ଆଜିର ଖବର ଧର୍ମଘଟ ପାଇଁ ଆଜି ଗଡୁନି ବସ, ରାସ୍ତାରେ ଯାତ୍ରୀ ହନ୍ତସନ୍ତ ଭୁବନେଶ୍ବର: ଆଜି ଓଡିଶା ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିବାରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଆଜି ସକାଳ 6…