ଆଜିର ଖବର ପେନ୍ ଇନ୍ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍ ଇନ୍ ରେସିଡେନ୍ସି’ ଯୋଜନା ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ୨୧ ବର୍ଷରେ ପଦାର୍ପଣ କରୁଥିବା ଅବସରରେ ଜୁଲାଇ ମାସରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍…