ଜାତୀୟ ଖବର ‘ବହୁବିବାହ ଉପରେ ଲାଗିବ ପ୍ରତିବନ୍ଧ’: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଙ୍ଗଳବାର ଦିନ ବହୁବିବାହକୁ ନିଷେଧ କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଆମେ ୟୁନିଫର୍ମ ସିଭିଲ କୋଡ…