ଅନ୍ତରାଷ୍ଟ୍ରୀୟ ଦିନିକିଆ ଏବଂ ଟେଷ୍ଟ ସିରିଜ ପାଇଁ ବାଂଲାଦେଶ ଗସ୍ତ କରିବ ଭାରତ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆଜି’ ଢାକାସ୍ଥିତ ଶେର୍-ଇ-ବଙ୍ଗଳା ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଡିସେମ୍ବରରେ ତିନିଟି ଦିନିକିଆରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଗସ୍ତର ସୂଚୀ…