ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଉତ୍ତର ୨୪ ପରଗାନାର ବାରାସାତର ମଧ୍ୟମଗ୍ରାମ ଅଞ୍ଚଳରେ ଇଡି ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି। ବାଂଲାଦେଶୀ ଅନୁପ୍ରବେଶ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ସର୍ଚ୍ଚ ଅପରେସନ୍ ଚାଲିଛି।