ଆଜିର ଖବର ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ବାଇକ୍ ଚାଳକ ମୃତ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାତିମୁଣ୍ଡା ଓ ତୁମୁରାପୁଟ ଗ୍ରାମ ମଧ୍ୟସ୍ଥ କାୟାତୋଟା ନିକଟରେ…