ଆଜିର ଖବର ମଥୁରାର ବାଙ୍କେ ବିହାରୀ ମନ୍ଦିର ନିକଟରେ ବଡ ଦୁର୍ଘଟଣା, କୋଠାର ବାଲକୋନି ଖସି ୫ ମୃତ ନୂଆଦିଲ୍ଲୀ: ଆଜି ମଥୁରାର ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଦୁସାୟତ ଅଞ୍ଚଳରେ ଥିବା ତିନି ମହଲା ପୁରୁଣା ବିଲ୍ଡିଂର ବାଲକୋନି…