ଆଜିର ଖବର ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋରଧା: ଜିଲ୍ଲା ମୁଖ୍ୟଦପ୍ତର ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଐତିହାସିକ ‘ବାଜପୁର’ ତ୍ୟାଗ ଏବଂ ତିତୀକ୍ଷାର ମାଟି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ…