ଅପରାଧ ବାଣ ଦୋକାନରେ ହେଲା ବିସ୍ପୋରଣ, ୪ ଜଣ ଗୁରୁତର କାମାକ୍ଷାନଗର: ଦୀପାବଳିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକ ବାଣ ଦୋକାନରେ ବିସ୍ପୋରଣ ଘଟିଛି। କାମାକ୍ଷନଗର ନିକଟସ୍ଥ ବଡ଼ସୁଆଁଳ ଗାଁରେ ଏକ ବାଣ ଦୋକାନରେ ଏହି ବିସ୍ଫୋରଣ ହୋଇଛି।…