ଆଞ୍ଚଳିକ ବାଣପୁର ଏନଏସିକୁ ହେଲାଣି ୫୦ ବର୍ଷ, ଡ୍ରେନେଜ ବ୍ୟବସ୍ଥା ପାଇଁ ଲାଗିବ ଆଉ କେତେ ବର୍ଷ ? ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ୫୦ ବର୍ଷରେ ପାଦ ଥାପିଥିବା ବେଳେ ଅଦ୍ୟାବଧି ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇପାରୁନାହିଁ। ଯାହାକି ଅତ୍ୟନ୍ତ ଲଜ୍ଜାଜନକ…