ଆଜିର ଖବର ଜଣେ କର୍ମଚାରୀ କୋଭିଡ଼ ପଜିଟିଭ ଚିହ୍ନଟ ହେବାରୁ ୨୪ ଘଣ୍ଟା ପାଇଁ ବନ୍ଦ ହେଲା ବାଣପୁର ଷ୍ଟେଟ ବ୍ୟାଙ୍କ ସୀତାରାମ ଅଗ୍ରୱାଲ ବାଣପୁର, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଷ୍ଟେଟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ କୋଭିଡ ପଜିଟିଭ ବାହାରିବାରୁ ବ୍ୟାଙ୍କକୁ ଆଜି ବନ୍ଦ ରଖାଯାଇଅଛି। ସୂଚନା…