ଆଜିର ଖବର ପାକିସ୍ତାନରୁ ଭାରତକୁ ଆସୁଥିବା କିମ୍ବା ରପ୍ତାନୀ ହେଉଥିବା ସମସ୍ତ ସାମଗ୍ରୀ ଆମଦାନୀ ଉପରେ କଟକଣା ନୂଆଦିଲ୍ଲୀ: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏକ ବିଜ୍ଞପ୍ତି ଜାରି କରି ପାକିସ୍ତାନରୁ ଆସୁଥିବା କିମ୍ବା ସେଠାରୁ ଭାରତକୁ ରପ୍ତାନୀ କରାଯାଉଥିବା…