ଆଜିର ଖବର ଆଇଏନଏସ ଚିଲିକା ପକ୍ଷରୁ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ସହାୟତା ବାଲୁଗାଁ (ସୀତାରାମ ଅଗ୍ରୱାଲ): ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଉପକୂଳ ଓଡ଼ିଶାର ଭଦ୍ରକ,ବାଲେଶ୍ଵର ଓ କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବରେ କଚା ଘର, ଗଛ,…