ଜାତୀୟ ଖବର ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବାୟୋମେଡିକାଲ୍ ରିସର୍ଚ୍ଚ କ୍ୟାରିଅର୍ ପ୍ରୋଗ୍ରାମ୍ (ବିଆରସିପି), ତୃତୀୟ ପର୍ଯ୍ୟାୟ ଜାରି ରଖିବାକୁ ଅନୁମୋଦନ କରିଛନ୍ତି।…