ଆଞ୍ଚଳିକ ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ ବାଣପୁର: ଆଜି ବାଣପୁର ବ୍ଲକରେ କାର୍ଯ୍ୟରେ ଯୋଗଦେଇଛନ୍ତି ନୂତନ ବିଡ଼ିଓ ବିକାଶ କୁମାର ମହାନ୍ତି। ସେ ଜଗତସିଂହପୁର ବାଲିକୁଦା ବ୍ଲକରୁ ବଦଳି ହୋଇ ବାଣପୁର ବ୍ଲକରେ ଯୋଗଦେଇଛନ୍ତି।…