ଆଜିର ଖବର ବାଣପୁର ସବ୍ ଜେଲ୍ର ପ୍ରଥମ ମହଲାରୁ ଖସିପଡି ବିଚରାଧୀନ କଏଦୀ ମୃତ ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ସନ୍ଧ୍ୟାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସବ୍ଜେଲ୍ରେ ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସବ୍ଜେଲ୍ କର୍ତ୍ତୃପକ୍ଷ କୋଶଳ ପଦ୍ମିନୀ ଦଳବେହେରାଙ୍କ…