ଆଜିର ଖବର ଆଜି ରାତିରୁ ଶନିଦେବ କରୁଛନ୍ତି ନକ୍ଷତ୍ର ପରିବର୍ତ୍ତନ, ଛଅଟି ରାଶି ହେବେ ପ୍ରଭାବିତ ନୂଆଦିଲ୍ଲୀ, ଶନିଦେବ 22 ଜାନୁଆରୀ ରାତିରୁ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି। ଶନି ମକର ରାଶିରେ ଥିବାବେଳେ ଏହି ନକ୍ଷତ୍ର ପରିବର୍ତ୍ତନ ହେଉଛି। ଆଜିଠାରୁ ଶନି ଦେବ ଶ୍ରାବଣ…