ଆଜିର ଖବର ଆମେ ପୁଣି ଲୋକଙ୍କ ଆର୍ଶିବାଦ ପାଇବା, ବିଜୁ ଶ୍ରମିକ ସଂଗଠନ ସଦସ୍ୟଙ୍କୁ କହିଲେ ନବୀନ ପଟ୍ଟନାୟକ ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ର ଅଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଙ୍କ ନେତୃତ୍ୱ ରେ ସାରା ଓଡିଶାରୁ ଆସିଥବା ସାମୁଖ୍ୟର…