ଜାତୀୟ ଖବର ପ୍ରକାଶ ପାଇଲା ବିଜେଡିର ଇସ୍ତାହାର, ଯୁବକଙ୍କ ପାଇଁ ଏକ ଲକ୍ଷ କୋଟି, ମାଗଣା ବିଜୁଳି ପ୍ରତିଶୃତି ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନିର୍ବାଚନ ଇସ୍ତାହାର ବା ଘୋଷଣା ପତ୍ର। ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନମୋଚନ କରିଛନ୍ତି। ତାଙ୍କ ସହିତ…