Categories
ଆଜିର ଖବର ରାଜ୍ୟ ଖବର

ପାଞ୍ଚଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠି

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ପାଞ୍ଚଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ

ପୂର୍ବରୁ ଦଳ ଅଠରଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ସଭାପତି କିଏ ହେବ ସେ ନେଇ ଅଙ୍କକଷା ଚାଲିଥିବାର ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ୧୮ଟି ଜିଲ୍ଲାର ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାର କିଏ ସଭାପତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ୧୮ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଦଳର ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ ଦେବଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ମାଧ୍ୟମରେ ସେମାନଙ୍କ ନାମ ପ୍ରଦାନ କରାଯାଇଛି।ସେମାନେ ହେଲେ..

ଏହି ନେତାମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ପୂର୍ବରୁ ଶ୍ରୀ ଦେବ କହିଥିଲେ। ହେଲେ ସେମାନଙ୍କର ନାମ ପ୍ରକାଶ କରି ନ ଥିଲେ। ଆସନ୍ତା 19 ତାରିଖରେ ଦଳର ସଭାପତି ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ବିଭିନ୍ନ ଜିଲ୍ଲାର ସଭାପତିଙ୍କ ନାମ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଛଅଟି ଜିଲ୍ଲାରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଘୋଷଣା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କରିଛନ୍ତି।

ଯେଉଁ ନୂଆ ନାମ ଘୋଷଣା ହେଲା ସେମାନେ ହେଲେ

ବିଜେଡିର ପୂର୍ବତନ ସାଂସଦ ପ୍ରଭାସ ସିଂ ବହୁଦିନ ଧରି ସଂଗଠାନିକ କାର୍ଯ୍ୟରୁ ଦୂରେଇ ରହିଥିଲେ। ତାଙ୍କୁ ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଏହା ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।