ଆଜିର ଖବର ବିଜେଡି କକ୍ଷତ୍ୟାଗ ନେଇ ବିଜେପି କଲା ସମାଲୋଚନା, ଆଇନ ମନ୍ତ୍ରୀ କହିଲେ ଏପରି କଥା ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଜେଡି ବିରୋଧି ଦଳ ହୋଇଥିବାରୁ ଅସହିଷ୍ଣୁ ହୋଇପଡ଼ିଛି। ଏହିପରି ଅଭିଯୋଗ କରିଛି ବିଜେପି। ଦଳ କହିଛି ଯେ, ବିଧାନସଭାରେ ଆଜି ଥିଲା…