ବିଶେଷ ଖବର କେଭି ସିଂହଦେଓଙ୍କ ଘରେ କାହିଁକି ହେଲା ରୁଦ୍ଧଦ୍ବାର ବୈଠକ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ହେଲା କି ଆଲୋଚନା ! ଭୁବନେଶ୍ବର: ଗତକାଲି ମହାଶିବରାତ୍ରି ପାଇଁ ସାରା ଓଡିଶା ଉତ୍ସବ ମୁଖର ଥିବା ବେଳେ ଅନ୍ୟପଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ରୁଦ୍ଧଦ୍ବାର ବୈଠକ ନେଇ ରାଜନୈତିକ…