ବିଶେଷ ଖବର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାହିଁକି ଆହ୍ବାନ ଦେଉଛନ୍ତି ଭକ୍ତ ଦାସ, କିଛି ଷଢଯନ୍ତ୍ର ହୋଇଛି କି ? ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ସବୁଠୁ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଆଉ ଏହି ଚର୍ଚ୍ଚାର ମୁଖ୍ୟ ନାୟକ…