ଆଜିର ଖବର ଛାତ୍ରୀଙ୍କୁ ଅସଦାଚରଣ: ବିଜେପିର ପୂର୍ବ ବିଧାୟକଙ୍କୁ ମାଡ, କାନ ଧରି କ୍ଷମା ମାଗିବା ଭିଡିଓ ଭାଇରାଲ ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରଣାସୀରେ ଅସଦାଚରଣ ଅଭିଯୋଗରେ ବିଜେପିର ପୂର୍ବ ବିଧାୟକଙ୍କୁ ସ୍ଥାନୀୟ ଲୋକେ ମାଡ ମାରିଛନ୍ତି। ଏହା ସହିତ ବିଜେପିର ପୂର୍ବ ବିଧାୟକ କାନ ଧରି…