ଆଜିର ଖବର ଢେଙ୍କାନାଳ ରାଜନୀତି: ୨୪ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ଢେଙ୍କାନାଳ: ଯାହା ଆଶା କରାଯାଉଥିଲା ତାହା ହେଲା। ଶେଷରେ ବିଜେପିରେ ସାମିଲ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଆଜି ଢେଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ…