ଆଜିର ଖବର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନୂଆଦିଲ୍ଲୀ: ସୋମବାର ଦିନ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେଇଛି। ୧୯୭୫ ମସିହା ପରଠାରୁ ମୌସୁମୀର ଏହା ହେଉଛି ସପ୍ତମ ବିଳମ୍ବିତ ବିଦାୟ। ଭାରତ ପାଣିପାଗ…