ଅନ୍ତରାଷ୍ଟ୍ରୀୟ ବିଦେଶ ଯାତ୍ରୀଙ୍କ ପାଇଁ ଖୁସି ଖବର: କୋଭାକ୍ସିନ ଟୀକାକୁ ଅନୁମତି ଦେଲା ଏହି ଦେଶ ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦନ କରିଛି। ବର୍ତ୍ତମାନ ୧୨ ବର୍ଷରୁ ଅଧିକ ଯାତ୍ରୀମାନେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନେ…