ଆଜିର ଖବର ଅଭିନେତା ସୋନୁ ସୁଦଙ୍କ ଉପରେ ୨୦ କୋଟି ଟଙ୍କା ଫାଙ୍କିଥିବା ଅଭିଯୋଗ, ହୋଇପାରେ ଅଧିକ ତଦନ୍ତ ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ବର୍ତ୍ତମାନ ବଡ ଅସୁବିଧାରେ ପଡ଼ିପାରନ୍ତି। ସୋନୁ ସୂଦ ୨୦ କୋଟି ଟଙ୍କା ଫାଙ୍କିଥିବା ଆୟକର ବିଭାଗ ଅଭିଯୋଗ କରିଛି। ଏହାସହ…