ଅପରାଧ ସଟଡାଉନ ସମୟରେ ଚୋରାରେ ବିଦେଶୀ ମଦ କାରବାର: ଗାଡି ଜବତ, ଜଣଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ୍ ଚାନ୍ଦପୁର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଜାରି ରହିଛି। ଏହି ସମୟରେ ଲୋକେ ଘରେ ରହୁଥିବା ବେଳେ ମଦ ମାଫିଆ ମାନେ…