ଆଜିର ଖବର କରୋନା ସନ୍ଦେହ!, ସିଧାସଳଖ ଦିଲ୍ଲୀ ବିମାନବନ୍ଦରରୁ ସିଧା ଡାକ୍ତରଖାନାକୁ ଗଲେ ୧୩ ବିଦେଶୀ ଯାତ୍ରୀ ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଏ) ରେ କରୋନା ସମ୍ବନ୍ଧରେ କ୍ରମାଗତ ଯାଞ୍ଚ ଚାଲିଛି। କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ବିମାନବନ୍ଦରରୁ ୧୩ ଜଣ…