ଆଞ୍ଚଳିକ “ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସମ୍ପ୍ରଦାୟ ରଣପୁର: ରବିବାର ଦିନ ପାଳିତ ହୋଇଛି “ଶିକ୍ଷା ସପ୍ତାହ”ର ଶେଷ କାର୍ଯ୍ୟକ୍ରମ- “ଗୋଷ୍ଠୀ ସମ୍ପୃକ୍ତି ଦିବସ”। “ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ…