ଆଜିର ଖବର ରାଜ୍ୟଗୁଡିକ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ ଲାଗୁ କରିବା ଅସାମ୍ବିଧାନିକ: କେନ୍ଦ୍ର ସରକାର ନୂଆଦିଲ୍ଲୀ: ବିଶେଷକରି ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ ଟିକସ କିମ୍ବା ଶୁଳ୍କ ଆଦାୟ ନକରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି। ଏହା ସହିତ ପୂର୍ବରୁ…