ଆଜିର ଖବର ବିଦ୍ୟୁତ୍ ସର୍ଟ ସର୍କିଟରୁ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ଭୁବନେଶ୍ବର: ଫୁଲବାଣୀ ବ୍ଲକ୍ ଦୁଡୁକି ପଞ୍ଚାୟତ କାଉଲିପାଙ୍ଗା ଗାଁରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଘରେ ନିଆଁ ଲାଗି ପାନୁଆ ଦିଗାଲଙ୍କ ଘରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି…