ଜାତୀୟ ଖବର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ… ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାରା ରାଜ୍ୟରେ ବିରୋଧ କରାଯାଉଥିବା ସମୟରେ ଏହାକୁ ନେଇ ସରକାରଙ୍କୁ ଚେଙ୍ଗି ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।…