ଆଜିର ଖବର Breaking News: ବିମାନ ବନ୍ଦର ପ୍ରବେଶ ପଥରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ କୋଲକାତା: ଆଜି କୋଲକାତାସ୍ଥିତ ନେତାଜୀ ସୁବାଷଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିଆଁ ଲାଗିଛି। ଏହି ବିମାନ ବନ୍ଦରର ପ୍ରବେଶ ପଥରେ ନିଆଁ ଲାଗିଥିବାର ଜଣାପଡିଛି। ଆଜି…