ଆଜିର ଖବର ବିଜେଡ଼ିରୁ ନିଲମ୍ବନ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ଚିଲିକା ବିଧାୟକ ପ୍ରଶାନ୍ତ: ବିରୋଧୀଙ୍କୁ ଦେଲେ ଚେତାବନୀ ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ଦୁଇମାସ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅନେକ କଳ୍ପନା ଜଳ୍ପନା ପରେ ବିଜେଡି ଦଳିୟ…