ଆଜିର ଖବର ସାଇକେଲ୍ରେ ୬୦ କି.ମି. ଯାତ୍ରା କରି ଲୋକଙ୍କୁ ଆତ୍ମହତ୍ୟା ବିରୋଧୀ ସଚେତନତା କଲେ ସମ୍ ଡାକ୍ତର ଭୁବନେଶ୍ୱର: ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା। ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତ୍ତି ନିଅନ୍ତି। ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ…