ଜାତୀୟ ଖବର ‘ମେକ୍ ଇନ୍ ଇଣ୍ଡିଆ’ ସହ ‘ହିଲ୍ ଇନ୍ ଇଣ୍ଡିଆ’କୁ ମଧ୍ୟ ବିଶ୍ୱ ମନ୍ତ୍ର ଭାବେ ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ…