PIB_NEWS ଯୁବକମାନଙ୍କର ‘ସ୍କିଲିଂ’, ‘ରିସ୍କିଲି’, ଏବଂ ‘ଅପସ୍କିଲିଂ’ ଅଭିଯାନକୁ ନିରନ୍ତର ଚଳାଇ ରଖିବା ଉଚିତ, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ପିଢ଼ିର ଦକ୍ଷତା ବିକାଶ ଏକ ଜାତୀୟ ଆବଶ୍ୟକତା ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ, କାରଣ ଏହି…