ଆଞ୍ଚଳିକ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ ବାଲୁଗାଁ: ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ସୁବୁଦ୍ଧିପାଟଣା ସ୍ଥିତ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।…