ଆଞ୍ଚଳିକ ବାଲୁଗାଁ: ବୀର୍ ବାଲ୍ ଦିବସ ପାଳିତ ବାଲୁଗାଁ: ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ “ବୀର୍ ବାଲ୍ ଦିବସ ଉତ୍ସବ” ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ସରକାରଙ୍କ ଓସେପା ଦ୍ୱାରା…