ଅପରାଧ ଚୋରୀ ହେବାର ୬ ଘଣ୍ଟା ମଧ୍ୟରେ ବୁଲେଟ ଚୋରକୁ ବାନ୍ଧିଲା ଚାନ୍ଦପୁର ପୋଲିସ ଚାନ୍ଦପୁର: ବୁଲେଟ ମଟରସାଇକେଲ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ପୋଲିସ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା…