ଆଞ୍ଚଳିକ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଷ୍ଟର ଡ଼ୋଜ ଟିକା ନେଲେ ସାମ୍ବାଦିକ ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାମ୍ବାଦିକ ମାନଙ୍କୁ ବୁଷ୍ଟର ଡୋଜ ଟିକକାରଣ ଆରମ୍ଭ ହୋଇଛି। ରାଜ୍ୟ ସରକାର…