ଅପରାଧ ପଥର ଛେଚି ବୃଦ୍ଧାଙ୍କୁ ହତ୍ୟା, ଥାନାରେ ଜଣେ ଅଟକ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ରମ୍ଭା ଥାନା ଅନ୍ତର୍ଗତ ଜହମି କାଜୁ ଜଙ୍ଗଲରୁ ପୋଲିସ ପୁନି ନାହାକ ନାମ୍ନୀ ଜଣେ ବୃଦ୍ଧାଙ୍କ ଶବ ଉଦ୍ଧାର କରିଛି। ଘଟଣାରୁ…