ବିଶେଷ ଖବର ୬୦ ଲକ୍ଷ ପଦବୀ ଖାଲି ଅଛି, ବଜେଟ୍ କୁଆଡେ ଗଲା?: ପୁଣିଥରେ ନିଜ ସରକାରଙ୍କ ଉପରେ ବର୍ଷିଲେ ବରୁଣ ଗାନ୍ଧୀ ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ଏଥର ବରୁଣ ଗାନ୍ଧୀ ବେକାରି ପ୍ରସଙ୍ଗରେ ତାଙ୍କ ସରକାର…