ଜାତୀୟ ଖବର ବେଙ୍ଗଲୁରୁରେ ଇନଭେଷ୍ଟରସ ମିଟ୍: ନବୀନଙ୍କୁ ଭେଟିଲେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀ ଭୁବନେଶ୍ୱର/ବେଙ୍ଗଲୁରୁ: ଓଡିଶା ସରକାରଙ୍କ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଶକ ସଭାରେ ଯୋଗ ଦେବାକୁ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଫେଡେରେସନ୍…